modi remove chaukidar tag from his tweeter account

ଲୋକସଭା ନିର୍ବାଚନରେ ଭଜପାର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟୁଇଟର ନେମରୁ ଚୌକିଦାର ହଟେଇ ଦେଇଛନ୍ତି। ଚୌକିଦାର ତାଙ୍କ ପାଇଁ ଏକ ଅବିଚ୍ଛେଦ ଅଙ୍ଗ ହୋଇରହିବ ବୋଲି ସେ କହିଛନ୍ତି। ବିରୋଧୀଙ୍କ ଚୌକିଦାର ଚୋର ହୈ’ ସ୍ଲୋଗାନର ପାଲଟା ଜବାବ ଦେଇ ମାର୍ଚ୍ଚରେ ବିଜେପି ମେ ଭି ଚୌକିଦାର ହୁଁ’ ଅଭିଯାନ ଆରମ୍ଭ କରିଥିଲା। ଦଳର ସମସ୍ତ ନେତା ଓ ଜଣ ସାଧାର ନିଜ ନା ସହ ଚୌକିଦାର’ ଯୋଡିଥିଲେ।
ବିଜେପି ନେତୃତାଧୀନ ଏନଡିଏକୁ ୩୫୦ରୁ ଊର୍ଦ୍ଧ୍ବ ଆସନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟର ଆକାଉଣ୍ଟରେ ନିଜର ନାମ ଆଗରୁ ଚୌକିଦାର ଶବ୍ଦ click here ହଟାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ହଟାଇବା ସହ ଲେଖିଛନ୍ତି, ଚୌକିଦାର ଭାବନାକୁ ଆଗାମୀ ସ୍ତରକୁ ନିଆଯିବା ଦରକାର। ଏହି ଇଚ୍ଛାଶକ୍ତିକୁ ମନରେ ରଖି କାର୍ଯ୍ୟ କରିବା ଦରକାର। ଚୌକିଦାର ଶବ୍ଦ ମୁଁ ମୋ ଟୁଇଟର ଆକାଉଣ୍ଟରୁ ହଟାଇଛି ସତ, କିନ୍ତୁ ଏହି ଶବ୍ଦ ମୋ ଅଭିନ୍ନ ଅଙ୍ଗ।

1 2 3 4 5 6 7 8 9 10 11 12 13 14 15

Comments on “modi remove chaukidar tag from his tweeter account”

Leave a Reply

Gravatar